10th Class Algebra[ବୀଜଗଣିତ][Page2]

2.(v) 2x – y + 3 = 0, 2x + y – 3 = 0

ଲେଖଚିତ୍ର ରେ ଗୋଟିଏ ଛେଦ ବିନ୍ଦୁ ହେବ. ତେଣୁ ଅନନ୍ୟ ସମାଧାନ ସମ୍ଭବ

(vi) 2x – y + 3 = 0, -6x + 3y + 5 = 0

ଲେଖଚିତ୍ର ରେ ଦୁଇଟି ସମାନ୍ତର. ସମାଧାନ ସମ୍ଭବ ନୁହଁ

3. ନିମ୍ନ ଲିଖିତ ସମୀକରଣ ଗୁଡିକର ଲେଖଚିତ୍ର ଅଂକନ ପାଇଁ ଯେ କୌଣସି ତିନି ଗୋଟି ବିନ୍ଦୁ ର ସ୍ଥାନାଙ୍କ ନିରୂପଣ କର

(i) x – y = 0 ଉତ୍ତର: ଏଠି ଯଦି x=1 ହୁଏ, y = 1 -0 = 1, ତେଣୁ ପ୍ରଥମ ବିନ୍ଦୁ ସ୍ଥାନାଙ୍କ (1,1), ଯଦି x=-1 ହୁଏ, y = -1 -0 = -1, ତେଣୁ ଦିତୀୟ ବିନ୍ଦୁ ସ୍ଥାନାଙ୍କ (-1,-1), ଯଦି x=2ହୁଏ, y = 2 -0 = 2, ତେଣୁ ତୃତୀୟ ବିନ୍ଦୁ ସ୍ଥାନାଙ୍କ (2,2)

(ii) x + y = 0      ଉତ୍ତର: (1, -1), (-1,1), (-2, 2)

(iii) x – 2y =0    ଉତ୍ତର: (4,2), (6, 3), (-4, -2)

(iv) x + 2y -4 =0 ଉତ୍ତର: (0,2), (4,0), ( -2, 3)

(v) x – 2y – 4 = 0 ଉତ୍ତର: (0, -2), (4, 0), ( -2, -3)

(vi) 2x – y + 4 = 0 ଉତ୍ତର: (1,6),(0,4),(2,8)

<< Previous *********************************** Next>>