10th Class Algebra[ବୀଜଗଣିତ][Page5]

6. (i) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ 2x – 2y = 2, 4x – 4y – 8 = 0 ସହ ସମୀକରଣଦ୍ବୟର ସମାଧାନ ଅସଂଭବ

(ii) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ 2x – 3y = 1, 3x – 4y = 1 ସହ ସମୀକରଣଦ୍ବୟର ଅସଂଖ୍ୟ ସମାଧାନ ସଂଭବ

(iii) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ 9x + 3y + 12 = 0, 18x + 6y + 24 = 0 ସହ ସମୀକରଣଦ୍ବୟ ସଂଗତ ଓ ନିର୍ଭରଶୀଳ

(iv) ଲେଖଚିତ୍ର ସାହାଯ୍ୟରେ ଦର୍ଶାଅ ଯେ 2x – y = 1, x + 2y = 8 ସହ ସମୀକରଣଦ୍ବୟର ସମାଧାନ କରି ପ୍ରତେକ ର y- ଛେଦାଂଶ ନିରୂପଣ କର

ଏଠି ଛେଦବିଂଦୁ (2,3) =(x, y) . So, y =3

<< Previous [Page4] ****************************** [Page6] Next>>